ଅର୍ଥ : ସମ୍ପୂର୍ଣ୍ଣ ଭାବରେ
							ଉଦାହରଣ : 
							ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଶେଷ ହୋଇଯାଇନାହିଁ
							ଉଦାହରଣ : 
							ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା
							
ସମକକ୍ଷ : ପୂର୍ଣ୍ଣ, ଶେଷ, ସମାପ୍ତ, ସମ୍ପନ୍ନ, ସମ୍ପାଦିତ
ଅନ୍ୟ ଭାଷାରେ ଅନୁବାଦ :
Having finished or arrived at completion.
Certain to make history before he's done.ଅର୍ଥ : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
							ଉଦାହରଣ : 
							ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
							
ଅନ୍ୟ ଭାଷାରେ ଅନୁବାଦ :
Being complete of its kind and without defect or blemish.
A perfect circle.ଅର୍ଥ : ପୂରା ଭାବରେ
							ଉଦାହରଣ : 
							ଏହି କଥା ସମ୍ପୂର୍ଣ୍ଣ ମିଛ  ସେ ସଡ଼କର ସମ୍ପୂର୍ଣ୍ଣ ମଝିରେ ଠିଆ ହୋଇଥିଲା  ସେ ସମ୍ପୂର୍ଣ୍ଣ ମୂର୍ଖ
							
ସମକକ୍ଷ : ଆମୂଳଚୂଳ, ଏକଦମ୍, ନିତାନ୍ତ, ପୂରା, ପୂର୍ଣ୍ଣରୂପରେ, ଶତପ୍ରତିଶତ
ଅନ୍ୟ ଭାଷାରେ ଅନୁବାଦ :
पूरी तरह से या थोड़ी मात्रा में भी।
यह बात बिल्कुल झूठ है।