ଅର୍ଥ : ମିଶିବା ବା ସମ୍ମିଳିତ ହେବା ଭାବ
							ଉଦାହରଣ : 
							ତାକୁ ରାଜନୀତିରେ ସମ୍ମିଳିତ ହେବାର ପୂର୍ଣ୍ଣ ସୁଯୋଗ ମିଳିଲା
							
ଅନ୍ୟ ଭାଷାରେ ଅନୁବାଦ :
शरीक या सम्मिलित होने की अवस्था, क्रिया या भाव।
राजनीति में उनकी शिरकत से सारा परिवार नाराज़ है।ଅର୍ଥ : କାହାରି ଭିତରେ ଲୁଚି, ସନ୍ନିବେଶିତ ହୋଇ, ବା ମିଶି ରହିଥିବା
							ଉଦାହରଣ : 
							ଶୈବାଳ, ଛତୁ ମଧ୍ୟ ଉଦ୍ଭିଦଜଗତର ଅନ୍ତର୍ଭୁକ୍ତ  ସେ ମଧ୍ୟ ଏହି କାମରେ ଅନ୍ତର୍ଭୁକ୍ତ
							
ସମକକ୍ଷ : ଅନ୍ତର୍ଗତ, ଅନ୍ତର୍ଭୁକ୍ତ, ସାମିଲ
ଅନ୍ୟ ଭାଷାରେ ଅନୁବାଦ :