ଅର୍ଥ : କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ କରିବା ବା କୌଣସି କାମ, ଦଳଆଦିରେ ମିଶିବା
							ଉଦାହରଣ : 
							ଏହି ଦଳରେ ରାମ ମୋତେ ମଧ୍ୟ ସାମିଲ କରିଛି  ଏହି କାମରେ ଭଲ ଲୋକମାନଙ୍କୁ ସାମିଲ କରନ୍ତୁ
							
ସମକକ୍ଷ : ମିଶେଇବା, ସାମିଲ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी कार्य आदि को करने के लिए साथ करना या किसी काम, दल आदि में रखना।
इस कार्य में अच्छे लोगों को शामिल कीजिए।