ଅର୍ଥ : ସମାବେଶ କରିବାର କ୍ରିୟା
						 
						 
					
							ଉଦାହରଣ : 
							ଏହି କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ନଅଟି ଜିଲ୍ଲାର ସମାବେଶ ହୋଇଛି
							
					
							ସମକକ୍ଷ : 
							ଅଭିନିବେଶ, ଏକତ୍ରଅବସ୍ଥାନ, ସଂସ୍ଥିତି, ସମାବେଶ, ସମାବେଶନ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												समावेश करने की क्रिया।
												इस मंडल में अब एक नए जिले का समावेशीकरण हुआ है।
														
													समावेशन, 
समावेशीकरण