ଅର୍ଥ : ଆଶ୍ରୟ ଦେବା ଓ ମଝବୁତ କରିବା
							ଉଦାହରଣ : 
							ସେ ସବୁବେଳେ ଅନ୍ୟମାନଙ୍କର ସାହସ ବଢ଼ାଏ  ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୋ ସହାୟତା କଲା
							
ସମକକ୍ଷ : ଆଶ୍ରୟ ଦେବା, ସମର୍ଥନ କରିବା, ସହଭାଗୀ ହେବା
ଅନ୍ୟ ଭାଷାରେ ଅନୁବାଦ :
* सहारा देना और मजबूत करना।
वह सदा दूसरों की हिम्मत बढ़ाता है।ଅର୍ଥ : କାହାରିକୁ ସାହାଯ୍ୟ କରିବା
							ଉଦାହରଣ : 
							ସେ ସବୁବେଳେ ନିଃସ୍ୱକୁ ସାହାଯ୍ୟ କରେ
							
ସମକକ୍ଷ : ସହଯୋଗ କରିବା, ସାହାଯ୍ୟ କରିବା, ହାତ ବଢେଇବା
ଅନ୍ୟ ଭାଷାରେ ଅନୁବାଦ :
किसी की सहायता करना।
वह सदा जरूरतमंदों की सहायता करता है।