ଅର୍ଥ : କୌଣସି ବସ୍ତୁ, ପ୍ରାଣୀଆଦିଙ୍କ ଶରୀରର ସମ୍ପୂର୍ଣ୍ଣ ଅଙ୍ଗ ବା ବିଭାଗ
							ଉଦାହରଣ : 
							ଏହି ସଂସ୍ଥାନର ସର୍ବାଙ୍ଗ ଭ୍ରଷ୍ଟାଚାରରେ ବ୍ୟାପ୍ତ  ତାହାର କଟୂ ବଚନରେ ମୋର ସର୍ବାଙ୍ଗରେ ନିଆଁ ଲାଗିଗଲା
							
ସମକକ୍ଷ : ସର୍ବାଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
All of something including all its component elements or parts.
Europe considered as a whole.