ଅର୍ଥ : କୌଣସି କାମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନେଇଯିବା
							ଉଦାହରଣ : 
							ଏହି କାମକୁ ସାର, ପୁଣି ଅନ୍ୟ କାମ କର
							
ସମକକ୍ଷ : କରିବା, ସଂପାଦିତ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी क्रिया को आरंभ से समाप्ति की ओर ले जाना।
यह काम निपटा लो, फिर दूसरा काम करना।ଅର୍ଥ : କୌଣସି କାମରେ ବାକି ନ ରହିବା
							ଉଦାହରଣ : 
							ଆପଣ କଣ ଖାଇବା ସାରିଲେଣି?
							
ସମକକ୍ଷ : ଶେଷ କରିବା, ସମାପ୍ତ କରିବା
ଅନ୍ୟ ଭାଷାରେ ଅନୁବାଦ :