ଅର୍ଥ : ବସିବାଲାଗି ବିଶେଷ ପ୍ରକାରର ଭବ୍ୟ ଓ ଆରାମଦାୟକ ଚୌକି
							ଉଦାହରଣ : 
							ମହାତ୍ମା ସିଂହାସନ ଉପରେ ବସିରହି ଉପଦେଶ ଦେଉଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାଜାଙ୍କର ବସିବାପାଇଁ ବିଶେଷ ପ୍ରକାରର ଆସନ ଯାହା ଚୌକି ପରି ହୋଇଥାଏ ଏବଂ ଦୁଇପାଖ ବାଘ ମୁଖ ଆକୃତିର ବନାଯାଇଥାଏ
							ଉଦାହରଣ : 
							ମହାରାଜା ସିଂହାସନରେ ବିରାଜମାନ
							
ସମକକ୍ଷ : ରାଜ ସିଂହାସନ
ଅନ୍ୟ ଭାଷାରେ ଅନୁବାଦ :