ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
							ଉଦାହରଣ : 
							ସୀତାର ପ୍ରତ୍ୟେକ ଚରଣରେ ରଗଣ, ତଗଣ, ମଗଣ, ଯଗଣ ଏବଂ ରଗଣ ଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାଜା ଜନକଙ୍କର କନ୍ୟା ତଥା ରାମଙ୍କର ପତ୍ନୀ
							ଉଦାହରଣ : 
							ସୀତା ଜଣେ ଆଦର୍ଶ ପତ୍ନୀ ଥିଲେ  ସୀତାଙ୍କୁ ଜଗତଜନନୀ ଜଗଦମ୍ବାଙ୍କର ରୂପ ବୋଲି ବିଚାର କରାଯାଏ
							
ସମକକ୍ଷ : ଅବନୀସୁତା, ଜନକ ସୁତା, ଜାନକୀ, ବୈଦେହୀ, ଭୂମିଜା, ଭୂମିପୁତ୍ରୀ, ମୈଥିଳୀ
ଅନ୍ୟ ଭାଷାରେ ଅନୁବାଦ :
राजा जनक की पुत्री तथा राम की पत्नी।
सीता एक आदर्श पत्नी थीं।Wife of the Hindu god Rama. Regarded as an ideal of womanhood.
sita