ଅର୍ଥ : ଯେଉଁଥିରେ ସୁଗନ୍ଧ ଅଛି
							ଉଦାହରଣ : 
							ଗୋଲାପ ଗୋଟିଏ ସୁଗନ୍ଧିତ ପୁଷ୍ପ
							
ସମକକ୍ଷ : ସୁଗନ୍ଧପୂର୍ଣ୍ଣ, ସୁଗନ୍ଧିତ, ସୁରଭିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୁଗନ୍ଧିତ କରାଯାଇଥିବା
							ଉଦାହରଣ : 
							ବଜାରରେ ବିଭିନ୍ନ ପ୍ରକାରର କୃତ୍ରିମ ସୁବାସିତ ଫୁଲ ମିଳୁଛି
							
ସମକକ୍ଷ : ସୁଗନ୍ଧିତ
ଅନ୍ୟ ଭାଷାରେ ଅନୁବାଦ :