ଅର୍ଥ : ଜଳରଖିବାପାଇଁ ମାଟି, ଧାତୁଆଦିର ଏକ ପାତ୍ର ଯାହାର ବେକ ଲମ୍ବା ଏବଂ ପତଳା
						 
						 
					
							ଉଦାହରଣ : 
							ଗରମରେ ବି ସୁରେଇର ପାଣି ଥଣ୍ଡା ରହିଥାଏ
							
					
							ସମକକ୍ଷ : 
							ସୁରେଇ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												जल रखने का मिट्टी, धातु आदि का एक पात्र जिसकी गर्दन बड़ी और पतली होती है।
												गर्मी में भी सुराही का पानी ठंडा रहता है।
														
													सुराही