ଅର୍ଥ : ଯାହା ଶୀଘ୍ର ବୁଝି ହୁଏ ନାହିଁ
							ଉଦାହରଣ : 
							ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ
							
ଅନ୍ୟ ଭାଷାରେ ଅନୁବାଦ :
Difficult to analyze or understand.
A complicated problem.ଅର୍ଥ : ଯେଉଁଥିରେ କଳାର ନିପୂଣତା ଏବଂ ସୂକ୍ଷ୍ମତା ପ୍ରକଟିତ ହୁଏ
							ଉଦାହରଣ : 
							ରେଶମ ସାର୍ଟ ଉପରେ ସୂକ୍ଷ୍ମ କାମ ହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :