ଅର୍ଥ : ରଚନା କରିବା ବା ପ୍ରସ୍ତୁତ କରିବା
							ଉଦାହରଣ : 
							ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି
							
ସମକକ୍ଷ : ପ୍ରସ୍ତୁତ କରିବା, ରଚନା କରିବା, ସର୍ଜନା କରିବା, ସୃଷ୍ଟି କରିବା
ଅନ୍ୟ ଭାଷାରେ ଅନୁବାଦ :
रच या बनाकर तैयार करना।
मैंने आज एक नई कविता की सृष्टि की।Bring into existence.
The company was created 25 years ago.