ଅର୍ଥ : ଯେଉଁ ବ୍ୟାଗରେ ଛାତ୍ରଛାତ୍ରୀମାନେ ବହି, ଖାତା, ଓ ଅନ୍ୟାନ୍ୟ ଜିନିଷ ରଖନ୍ତି
							ଉଦାହରଣ : 
							ଆଜିକାଲିର ପିଲାଙ୍କ ବ୍ୟାଗ ବହିପତ୍ରରେ ଭର୍ତ୍ତି ହୋଇ ରହୁଛି
							
ଅନ୍ୟ ଭାଷାରେ ଅନୁବାଦ :
A bag for carrying school books and supplies.
Found just the right dictionary to fit into his schoolbag.