ଅର୍ଥ : କୌଣସି କର୍ମଚାରୀ କିଛି ଦିନପାଇଁ କେଉଁଠିକି ଚାଲିଯିବା ପରେ ତାଙ୍କ ସ୍ଥାନରେ କାମ କରୁଥିବା ବ୍ୟକ୍ତି
							ଉଦାହରଣ : 
							ଶ୍ୟାମ ଏବେ କାମଚଳା କର୍ମଚାରୀ ରୂପେ କାର୍ଯ୍ୟରତ
							
ସମକକ୍ଷ : କାମଚଳା, କାର୍ଯ୍ୟକାରୀ, କାର୍ଯ୍ୟନିର୍ବାହୀ
ଅନ୍ୟ ଭାଷାରେ ଅନୁବାଦ :
किसी कर्मचारी के कुछ दिनों के लिए कहीं चले जाने पर उसकी जगह काम करने वाला।
श्याम अभी स्थानापन्न कर्मचारी के रूप में कार्यरत है।