ଅର୍ଥ : ଯିଏ ଚଞ୍ଚଳ ନୁହେଁ
							ଉଦାହରଣ : 
							ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
							
ସମକକ୍ଷ : ଅଚଞ୍ଚଳ, ଗମ୍ଭୀର, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ପରିବର୍ତ୍ତନ ବା ଉତ୍ଥାନ-ପତନ ନ ଥାଏ
							ଉଦାହରଣ : 
							କିଛି ବସ୍ତୁ ସ୍ଥିର ତାପମାନରେ ରଖାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
जिसमें बदलाव या उतार-चढ़ाव न हो या एक ही स्थिति में रहनेवाला।
कुछ वस्तुओं को स्थिर तापमान पर रखा जाता है।ଅର୍ଥ : ଯେଉଁଥିରେ ଗତି ନାହିଁ କିନ୍ତୁ ସେଥିରେ ଗତି ଦିଆଯାଇପାରିବ
							ଉଦାହରଣ : 
							ଗତିହୀନ କାର୍ ଅଚାନକ ଚାଲିବାରେ ଲାଗିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ନିଷ୍ପତ୍ତି ବଦଳାଏ ନାହିଁ
							ଉଦାହରଣ : 
							ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ  ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଚିତ୍ତ ସ୍ଥିର
							ଉଦାହରଣ : 
							ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
							
ସମକକ୍ଷ : ଅଚଞ୍ଚଳ, ପ୍ରଶାନ୍ତ, ଶାନ୍ତ, ସୁଶାନ୍ତ, ସ୍ଥିରଚିତ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ତରଙ୍ଗ ନାହିଁ
							ଉଦାହରଣ : 
							ଶ୍ୟାମ ଶାନ୍ତ ଜଳକୁ ପଥର ଫିଙ୍ଗୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
(of a body of water) free from disturbance by heavy waves.
A ribbon of sand between the angry sea and the placid bay.