ଅର୍ଥ : ଦେହକୁ ସଫା କରିବାପାଇଁ ପାଣିରେ ଧୋଇବା
							ଉଦାହରଣ : 
							ଜେଜେ ଶୀତ ଦିନରେ ଉଷୁମ ପାଣିରେ ଗାଧାନ୍ତି
							
ସମକକ୍ଷ : ଗାଧୋଇବା
ଅନ୍ୟ ଭାଷାରେ ଅନୁବାଦ :
शरीर साफ करने के लिए उसे जल से धोना।
दादाजी ठंड के दिनों में गुनगुने पानी से नहाते हैं।ଅର୍ଥ : ପାଣିରେ ପଶି ସ୍ନାନ କରିବା
							ଉଦାହରଣ : 
							ଋଷି ପ୍ରତିଦିନ ଗଙ୍ଗା ନଦୀରେ ନିମଜ୍ଜନ ହୁଅନ୍ତି
							
ସମକକ୍ଷ : ଅବଗାହନ ହେବା, ଗାଧୋଇବା, ନିମଜ୍ଜନ ହେବା, ବୁଡିବା
ଅନ୍ୟ ଭାଷାରେ ଅନୁବାଦ :