ଅର୍ଥ : ଅଙ୍କର ସ୍ଥାନକୁ ଗଣିଲାବେଳେ ଏକକ ସ୍ଥାନଆଡୁ ଗଣିଲାବେଳେ ଚତୁର୍ଥ ସ୍ଥାନ ଯାହା ଏକ ହଜାରରେ ଗୁଣିହେବାଭଳି ଜଣାପଡ଼େ
						 
						 
					
							ଉଦାହରଣ : 
							ପାଞ୍ଚହଜାର ଦୁଇରେ ହଜାର ସ୍ଥାନରେ ପାଞ୍ଚ ଅଛି
							
					
							ସମକକ୍ଷ : 
							ସହସ୍ର
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												अंकों के स्थानों की गिनती में इकाई की ओर से गिनने पर चौथा स्थान जिसमें एक हजार गुणित का बोध होता है।
												पाँच हजार दो में पाँच हजार के स्थान पर है।
														
													हज़ार, 
हजार