ଅର୍ଥ : ଯେଉଁ ବେଣ୍ଟଯୁକ୍ତ ପାତ୍ରଦ୍ୱାରା ଫୁଲ ଇତ୍ୟାଦିରେ ପାଣି ଛିଞ୍ଚା ଯାଏ
							ଉଦାହରଣ : 
							ମାଳୀ ସିଞ୍ଚନପାତ୍ର ଦ୍ୱାରା ଫୁଲ ସିଞ୍ଚନ କରୁଛି
							
ସମକକ୍ଷ : ସିଞ୍ଚନପାତ୍ର
ଅନ୍ୟ ଭାଷାରେ ଅନୁବାଦ :
A container with a handle and a spout with a perforated nozzle. Used to sprinkle water over plants.
watering can, watering pot