ଅର୍ଥ : ଯିଏ କାହାରିକୁ ପ୍ରାଣରୁ ମାରିଦେଇଛି ବା ମାରେ
							ଉଦାହରଣ : 
							ହତ୍ୟାକାରୀକୁ ଫାଶୀଦଣ୍ଡ ଶୁଣାଇ ଦିଆଗଲା
							
ସମକକ୍ଷ : ଖୁଣୀ
ଅନ୍ୟ ଭାଷାରେ ଅନୁବାଦ :
A criminal who commits homicide (who performs the unlawful premeditated killing of another human being).
liquidator, manslayer, murdererଅର୍ଥ : ଯେ କାହାରିକୁ ହତ୍ୟାକରିଛି
							ଉଦାହରଣ : 
							ଏହି ମୋକଦମାରେ ସବୁ ହତ୍ୟାକାରୀ ବ୍ୟକ୍ତିଙ୍କୁ ଆଜୀବନ  କାରାଦଣ୍ଡର ଆଦେଶ ଶୁଣାଇଦିଆଗଲା
							
ଅନ୍ୟ ଭାଷାରେ ଅନୁବାଦ :