ଅର୍ଥ : ଗୋଟିଏ ଅସ୍ତ୍ର
							ଉଦାହରଣ : 
							ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
							ଉଦାହରଣ : 
							ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
							
ସମକକ୍ଷ : ଯୋଡ଼ା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
							ଉଦାହରଣ : 
							କୃଷକ ବିଲରେ ହଳ କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହଳ କରିବା କ୍ରିୟା
							ଉଦାହରଣ : 
							ସେ କ୍ଷେତରେ ହଳ କରୁଛି  ଚାଷ ପରେ ଜମିରେ ଜଳସେଚନ ହେବ
							
ସମକକ୍ଷ : କର୍ଷଣ
ଅନ୍ୟ ଭାଷାରେ ଅନୁବାଦ :