ଅର୍ଥ : ନିଜ ଜିନିଷ ବା ପ୍ରାପ୍ୟ ଧନ ଅନ୍ୟ କାହାରି ଅଧିକାରକୁ ଚାଲିଯିବା ବା ରହିଯିବା
							ଉଦାହରଣ : 
							ବଣ୍ଟାବଣ୍ଟି ସମୟରେ ଅନେକ ସମ୍ପତ୍ତି ଛପିଗଲା
							
ସମକକ୍ଷ : ଛପିଯିବା, ଲୁପ୍ତ ହେବା
ଅନ୍ୟ ଭାଷାରେ ଅନୁବାଦ :
अपनी चीज़ या प्राप्य धन का किसी दूसरे के अधिकार में चला जाना या रह जाना।
बँटवारे के समय बहुत सम्पत्ति दब गई।