ଅର୍ଥ : କୌଣସି ବେପାରଆଦିରେ ହେଉଥିବା କ୍ଷତି
							ଉଦାହରଣ : 
							ଏହି ବେପାରରେ ମୋର ଖାଲି କ୍ଷତି ହେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖରାପ ବା କଷ୍ଟକର ହୋଇଥିବା ପରିଣାମ
							ଉଦାହରଣ : 
							ଯଦି ନାକବଦଳରେ  ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି  ପହଞ୍ଚିପାରେ
							
ସମକକ୍ଷ : କ୍ଷତି
ଅନ୍ୟ ଭାଷାରେ ଅନୁବାଦ :