ଅର୍ଥ : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା
							ଉଦାହରଣ : 
							କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ
							
ସମକକ୍ଷ : ଉତ୍ପାତ କରିବା, କୋଳାହଳ କରିବା, ଘୋ-ଘା କରିବା, ଚିତ୍କାର କରିବା, ପାଟିତୁଣ୍ଡ କରିବା, ହୋ ହଲ୍ଲା କରିବା
ଅନ୍ୟ ଭାଷାରେ ଅନୁବାଦ :
* कोई उत्सव आदि शोरगुल के साथ मनाना।
कल रात समारोह में हम लोगों ने बहुत हुड़दंग मचाया।