ଅର୍ଥ : ବେକରେ ପିନ୍ଧାଯିବାର ଏକ ଗହଣା ଯେଉଁଥିରେ ମୁଦ୍ରା ବା ମୁଦ୍ରା ଭଳି ଗୋଲ ବସ୍ତୁମାନ ଲାଗିଥାଏ
							ଉଦାହରଣ : 
							ମୀରା ଗଳାରେ ମୋହର ମାଳ ଶୋଭା ପାଉଛି
							
ସମକକ୍ଷ : ମୋହର ମାଳ, ହମେଲ, ହୁମେଲ
ଅନ୍ୟ ଭାଷାରେ ଅନୁବାଦ :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklaceଅର୍ଥ : ଘୋଡା ଗଳାରେ ପିନ୍ଧାଇବାର ଏକ ଗହଣା
							ଉଦାହରଣ : 
							ଘୋଡ଼ସବାର ଘୋଡ଼ାକୁ ହୈକଲ ପିନ୍ଧାଉଛି
							
ଅନ୍ୟ ଭାଷାରେ ଅନୁବାଦ :