ଅର୍ଥ : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ
							ଉଦାହରଣ : 
							ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ
							
ସମକକ୍ଷ : ଡିଗ୍ରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
							ଉଦାହରଣ : 
							ସେ ମୋ ଭାଗ ମଧ୍ୟ ଖାଇଗଲା  ସେଥିରେ ମୋର ମଧ୍ୟ ଭାଗ ଅଛି
							
ସମକକ୍ଷ : ଭାଗ
ଅନ୍ୟ ଭାଷାରେ ଅନୁବାଦ :
Assets belonging to or due to or contributed by an individual person or group.
He wanted his share in cash.ଅର୍ଥ : ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ
							ଉଦାହରଣ : 
							ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି
							
ଅନ୍ୟ ଭାଷାରେ ଅନୁବାଦ :
Assets belonging to or due to or contributed by an individual person or group.
He wanted his share in cash.ଅର୍ଥ : କୌଣସି ବସ୍ତୁର ଦୃଢ଼ ଖଣ୍ଡ
							ଉଦାହରଣ : 
							ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରିଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି
							
ଅନ୍ୟ ଭାଷାରେ ଅନୁବାଦ :
A solid piece of something (usually having flat rectangular sides).
The pyramids were built with large stone blocks.ଅର୍ଥ : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
							ଉଦାହରଣ : 
							ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
							
ସମକକ୍ଷ : ସହଭାଗିତା
ଅନ୍ୟ ଭାଷାରେ ଅନୁବାଦ :
The act of sharing in the activities of a group.
The teacher tried to increase his students' engagement in class activities.ଅର୍ଥ : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
							ଉଦାହରଣ : 
							ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି  ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
							
ସମକକ୍ଷ : ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ବିଭାଗ, ଭାଗ
ଅନ୍ୟ ଭାଷାରେ ଅନୁବାଦ :
Something determined in relation to something that includes it.
He wanted to feel a part of something bigger than himself.