ଅର୍ଥ : କୌଣସି କାମ କରୁନଥିବା ବ୍ୟକ୍ତି
							ଉଦାହରଣ : 
							ଆମ ଗାଁରେ ଆପଣଙ୍କୁ ଦୁଇ-ଚାରିଟି ଅକର୍ମା ମିଳିଯିବେ
							
ସମକକ୍ଷ : ଅକର୍ମଣ୍ୟ ବ୍ୟକ୍ତି, ନିଲଠା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ କିଛି କାମ କରେ ନାହିଁ
							ଉଦାହରଣ : 
							କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
							
ସମକକ୍ଷ : କର୍ମହୀନ, ନିକମା, ବେକାର
ଅନ୍ୟ ଭାଷାରେ ଅନୁବାଦ :
व्यवसाय या उद्यम न करनेवाला।
निकम्मे व्यक्ति को सभी कोसते हैं।