ଅର୍ଥ : ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ
							ଉଦାହରଣ : 
							ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି
							
ସମକକ୍ଷ : ଦୁର୍ଭିକ୍ଷ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ନିର୍ଦ୍ଧାରିତ ସମୟର ପୂର୍ବରୁ ବା ପରେ ହୁଏ
							ଉଦାହରଣ : 
							ରାମର ଅସମୟ ମୃତ୍ୟୁରେ ସାରା ପରିବାର ଶୋକଗ୍ରସ୍ତ ହୋଇପଡ଼ିଲେ
							
ସମକକ୍ଷ : ଅକାଳିକ, ଅସମୟଅସାମୟିକ, ଅସମୟୋଚିତ
ଅନ୍ୟ ଭାଷାରେ ଅନୁବାଦ :