ଅର୍ଥ : ଯାହ କରାଯାଇ ନାହିଁ
							ଉଦାହରଣ : 
							ପ୍ରଥମେ କରାହୋଇନଥିବା କାମ ଅରମ୍ଭ କର
							
ସମକକ୍ଷ : କରାହୋଇନଥିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖରାପ ହୋଇଥିବା କିମ୍ବା ଠିକ ଭାବରେ କରାଯାଇନଥିବା
							ଉଦାହରଣ : 
							ଅକୃତ କାମକୁ ସୁଧାରିବାରେ ବହୁତ ସମୟ ଲାଗିଗଲା
							
ଅନ୍ୟ ଭାଷାରେ ଅନୁବାଦ :