ଅର୍ଥ : ଯାହା ଉପରେ ଅଧିକ୍ରମଣ ହୋଇଛି କିମ୍ବା ଦବାହୋଇଛି ବା ହଟାଯାଇଛି
							ଉଦାହରଣ : 
							ଅଧିକ୍ରାନ୍ତ ରାଜ୍ୟଗୁଡ଼ିକର ପୀଡ଼ା ଅସହନୀୟ ହୋଇଥାଏ
							
ସମକକ୍ଷ : ଅଧିକ୍ରାଂତ
ଅନ୍ୟ ଭାଷାରେ ଅନୁବାଦ :
जिस पर अधिक्रमण हुआ हो या दबाया या हटाया हुआ।
अधिक्रांत राज्यों की पीड़ा असहनीय होती है।