ଅର୍ଥ : କୌଣସି ସ୍ଥାନରେ ରହୁଥିବା ବା ବସବାସ କରୁଥିବା ଜୀବ
							ଉଦାହରଣ : 
							ଜଙ୍ଗଲ କାଟିବାରୁ ଜଙ୍ଗଲର ଅଧିବାସୀମାନଙ୍କ ସଂଖ୍ୟା କମିବାରେ ଲାଗିଛି
							
ଅନ୍ୟ ଭାଷାରେ ଅନୁବାଦ :
A plant or animal naturalized in a region.
Denizens of field and forest.ଅର୍ଥ : କୌଣସି ଅନ୍ୟ ଦେଶରେ ଯାଇ ବାସ କରିବା ବ୍ୟକ୍ତି
							ଉଦାହରଣ : 
							ଆରମ୍ଭରେ ଅଧିବାସୀମାନଙ୍କୁ ଅଧିକ ସଂଘର୍ଷ  କରିବାକୁ ପଡ଼େ
							
ଅନ୍ୟ ଭାଷାରେ ଅନୁବାଦ :
किसी अन्य देश में जा कर बसने वाला व्यक्ति।
प्रारंभ में अधिवासियों को अधिक संघर्ष करना पड़ता है।