ଅର୍ଥ : କୌଣସି ବସ୍ତୁ ଲଗାଇବା ବା ଅଧିସ୍ଥାପିତ କରିବାର କ୍ରିୟା
							ଉଦାହରଣ : 
							ଟେଲିଫୋନ ଅଧିସ୍ଥାପନରେ ଅଧିକ ସମୟ ଲାଗିବ ନାହିଁ
							
ସମକକ୍ଷ : ଲଗା
ଅନ୍ୟ ଭାଷାରେ ଅନୁବାଦ :
The act of installing something (as equipment).
The telephone installation took only a few minutes.