ଅର୍ଥ : ଯାହା ପ୍ରକୃତ ଅର୍ଥ ତାହାର ଓଲଟା ଅର୍ଥ
							ଉଦାହରଣ : 
							ପ୍ରକୃତ ଅର୍ଥ ଅଭାବରେ ଅନର୍ଥ ହେବାର ସମ୍ଭାବନା ରହିଛି
							
ସମକକ୍ଷ : ଓଲ୍ଟା ଅର୍ଥ, ବିପରୀତ ଅର୍ଥ
ଅନ୍ୟ ଭାଷାରେ ଅନୁବାଦ :
जो अर्थ हो उसका उलटा अर्थ।
सही अर्थ के अभाव में अनर्थ की संभावना रहती है।ଅର୍ଥ : କୌଣସି କାର୍ଯ୍ୟର କ୍ଷତି ବା ଖରାପ
							ଉଦାହରଣ : 
							ବଡ଼ ଅନର୍ଥ ହୋଇଗଲା ! ଶ୍ୟାମଳୀର ବାପା ଏବେ ନାହାନ୍ତି
							
ଅନ୍ୟ ଭାଷାରେ ଅନୁବାଦ :