ଅର୍ଥ : ଯେଉଁ ବ୍ୟକ୍ତିକୁ ପାଳନପୋଷଣ କରିବାପାଇଁ କେହି ନ ଥାନ୍ତି
							ଉଦାହରଣ : 
							ଏଠାରେ ଅନାଥମାନଙ୍କୁ ଶରଣ ଦିଆଯାଏ
							
ଅନ୍ୟ ଭାଷାରେ ଅନୁବାଦ :
Someone or something who lacks support or care or supervision.
orphanଅର୍ଥ : ଯାହାର କେହି ସାହାରା ନାହାନ୍ତି
							ଉଦାହରଣ : 
							ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
							
ସମକକ୍ଷ : ଅବଲମ୍ବନହୀନ, ଅସହାୟ, ନିଃସହାୟ
ଅନ୍ୟ ଭାଷାରେ ଅନୁବାଦ :
Lacking help.
unassistedଅର୍ଥ : ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି
							ଉଦାହରଣ : 
							ଅନାଥ ବ୍ୟକ୍ତିଟି ଆଶ୍ରୟ ପାଇଁ ଏଣେ ତେଣେ ବୁଲୁଥିଲା
							
ସମକକ୍ଷ : ବେସାହାରା
ଅନ୍ୟ ଭାଷାରେ ଅନୁବାଦ :
Having no lord or master.
Harsh punishments for sturdy vagabonds and masterless men.ଅର୍ଥ : ଯାହାର କେହି ମାଲିକ ନାହିଁ(ଜନ୍ତୁ)
							ଉଦାହରଣ : 
							ବାରବୁଲା କୁକୁରଙ୍କୁ ଖାସୁ କରାଗଲା
							
ସମକକ୍ଷ : ବାରବୁଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
							ଉଦାହରଣ : 
							ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
							
ସମକକ୍ଷ : ଅସହାୟ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ
ଅନ୍ୟ ଭାଷାରେ ଅନୁବାଦ :