ଅର୍ଥ : ନିୟନ୍ତ୍ରଣର ଅଭାବ
							ଉଦାହରଣ : 
							ଅନିୟନ୍ତ୍ରଣ କାରଣ ଯୋଗୁଁ ପିଲାଟି ବିଗିଡ଼ି ଗଲା
							
ସମକକ୍ଷ : ନିୟନ୍ତ୍ରଣ ହୀନତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିୟନ୍ତ୍ରଣହୀନ ହେବା ଅବସ୍ଥା ବା ଭାବ
							ଉଦାହରଣ : 
							ନିୟନ୍ତ୍ରଣହୀନତା ଯୋଗୁଁ ସମାଜରେ ଅରାଜକତା ବ୍ୟାପି ଯାଉଛି
							
ସମକକ୍ଷ : ଢିଲା ପଣିଆ, ନିୟନ୍ତ୍ରଣହୀନତା
ଅନ୍ୟ ଭାଷାରେ ଅନୁବାଦ :
नियंत्रणहीन होने की अवस्था या भाव।
नियंत्रणहीनता से समाज में अराजकता फैल जाती है।