ଅର୍ଥ : ଅନୁପସ୍ଥିତ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ମୋ ଅନୁପସ୍ଥିତିରେ ଏହି କାମ ହୋଇଥିଲା
							
ସମକକ୍ଷ : ବିନା ଉପସ୍ଥିତ
ଅନ୍ୟ ଭାଷାରେ ଅନୁବାଦ :
अनुपस्थित होने की अवस्था या भाव।
मेरी अनुपस्थिति में यह कार्य हुआ था।ଅର୍ଥ : ବିଦ୍ୟମାନ ନରହିବାର ଅବସ୍ଥା ବା ଭାବ
							ଉଦାହରଣ : 
							ବିଜ୍ଞାନ ଭୂତପ୍ରେତର ଅନୁପସ୍ଥିତି ପକ୍ଷରେ ଥାଏ
							
ସମକକ୍ଷ : ଅବିଦ୍ୟମାନତା
ଅନ୍ୟ ଭାଷାରେ ଅନୁବାଦ :