ଅର୍ଥ : ଯେ ଅନୁବାଦ କରେ
							ଉଦାହରଣ : 
							ପଣ୍ଡିତ ଗଜାନନ ଶାସ୍ତ୍ରୀ ଜଣେ କୁଶଳ ଅନୁବାଦକ
							
ସମକକ୍ଷ : ଅନୁବାଦକର୍ତ୍ତା, ଭାଷାନ୍ତରକ, ଭାଷାନ୍ତରକାର
ଅନ୍ୟ ଭାଷାରେ ଅନୁବାଦ :
वह जो अनुवाद करता हो।
पंडित गजानन शास्त्री एक कुशल अनुवादक हैं।ଅର୍ଥ : ଯେ ଅନୁବାଦ କରେ
							ଉଦାହରଣ : 
							ଆମ କାର୍ଯ୍ୟାଳୟରେ ଜଣେ ଅନୁବାଦକ ଆବଶ୍ୟକ
							
ସମକକ୍ଷ : ଭାଷାନ୍ତରକାରୀ
ଅନ୍ୟ ଭାଷାରେ ଅନୁବାଦ :
जो अनुवाद करता हो।
हमारे कार्यालय में एक अनुवादक व्यक्ति की आवश्यकता है।