ଅର୍ଥ : ଯାହାର ଅନୁବାଦ ହେବାକୁ ଅଛି
							ଉଦାହରଣ : 
							ଅନୁବାଦକ ଅନୁବାଦ୍ୟ ଗ୍ରନ୍ଥକୁ ପଠାଇବାକୁ କହିଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଅନୁବାଦ କରିବା ଯୋଗ୍ୟ
							ଉଦାହରଣ : 
							ସମସ୍ତ ରଚନା ଅନୁବାଦ ଯୋଗ୍ୟ ନୁହେଁ
							
ସମକକ୍ଷ : ଅନୁବାଦ ଯୋଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
Capable of being put into another form or style or language.
Substances readily translatable to the American home table.