ଅର୍ଥ : ଯାହା କାହାର ପ୍ରତିରୂପ ବା ଯାହାଙ୍କ ରୂପ ଆକାରଆଦିରେ ଏକାପରି
						 
						 
					
							ଉଦାହରଣ : 
							ସେ ତିନୋଟି ସମରୂପୀ ମୂର୍ତ୍ତି କିଣିଲା
							
					
							ସମକକ୍ଷ : 
							ପ୍ରତିରୂପୀ, ସମରୂପୀ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												जो किसी का प्रतिरूप हो या जो रूप, आकार आदि में एक जैसा हो।
												उसने तीन प्रतिरूपी मूर्तियाँ खरीदी।
														
													अनुरूपी, 
प्रतिरूपी, 
समरूपी