ଅର୍ଥ : ଅଳ୍ପ ଉର୍ବର ଜମି
							ଉଦାହରଣ : 
							ମୋ ଭାଗରେ ଅନୁର୍ବର ଜମି ଅଧିକ ପଡିଛି
							
ସମକକ୍ଷ : ଅନୁର୍ବର ଭୂମି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଜମିର ଉର୍ବରଶକ୍ତି କମିଯାଇଛି
							ଉଦାହରଣ : 
							କୃଷକ ଅନୁର୍ବର ଜମିରେ ଗୋବର ଖତ ପକାଉଛି
							
ସମକକ୍ଷ : ନୀରସା ଜମି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଅନୁର୍ବର ଜମି ତିନି ବର୍ଷ ହେଲା ଚାଷ ହୋଇନାହିଁ
							ଉଦାହରଣ : 
							କୃଷକ ଟାଙ୍ଗର ଜମିକୁ ଉର୍ବର କରିବାପାଇଁ ତା ଉପରେ ଗୋବର ଖତ ପକାଉଛି
							
ସମକକ୍ଷ : ଟାଙ୍ଗର ଜମି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଭୂମିରେ ଜୀବାଶ୍ମ ଅଧିକ ଏବଂ ଚାଷପାଇଁ ଯୋଗ୍ୟ ନୁହେଁ
							ଉଦାହରଣ : 
							ବହୁତ ଦିନ ପର୍ଯ୍ୟନ୍ତ ଚାଷ ନ କରିବାରୁ ଏହି ଜମି ଅନୁର୍ବର ହୋଇଯାଇଛି
							
ସମକକ୍ଷ : ଉସର ଜମି, ନିକୃଷ୍ଟ ଜମି, ନିଷ୍ଫଳା ଜମି, ପତିତ ଜମି
ଅନ୍ୟ ଭାଷାରେ ଅନୁବାଦ :