ଅର୍ଥ : ଅନୁସନ୍ଧାନ କରିବା ବାଲା ବ୍ୟକ୍ତି
							ଉଦାହରଣ : 
							ଅନୁସନ୍ଧାନୀ ଅନୁସନ୍ଧାନ କାର୍ଯ୍ୟରେ ଲାଗିରହିଛି
							
ସମକକ୍ଷ : ଅନୁସଂଧାନ କର୍ତ୍ତା, ଅନୁସନ୍ଧାନ କର୍ତ୍ତା, ଅନୁସନ୍ଧାନୀ
ଅର୍ଥ : ଗବେଷଣା କରୁଥିବା ଲୋକ
							ଉଦାହରଣ : 
							ଜଣେ ଗବେଷକ ଛାତ୍ରକୁ ଏବେ  ପି.ଏଚ୍.ଡି. ଉପାଧି ମିଳିଲା
							
ସମକକ୍ଷ : ଅନ୍ୱେଷକ, ଗବେଷକ, ଗବେଷଣାକାରୀ, ଶୋଧକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
शोध करने वाला।
एक शोधक छात्र को अभी-अभी पी एच डी की उपाधि मिली है।