ଅର୍ଥ : ଏକରୁ ଅଧିକ ଜାତି ସହିତ ସମ୍ବନ୍ଧିତ
							ଉଦାହରଣ : 
							ଆଜିକାଲି ଅନ୍ତର୍ଜାତୀୟ ବିବାହକୁ ଅଗ୍ରାଧିକାର ମିଳିଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକରୁ ଅଧିକ ରାଷ୍ଟ୍ର ବା ଦେଶମାନଙ୍କର ସମ୍ବନ୍ଧ
							ଉଦାହରଣ : 
							ଭାରତ ଅନ୍ତର୍ଜାତୀୟ ବ୍ୟାପାରକୁ ଉତ୍ସାହିତ କରୁଛି
							
ସମକକ୍ଷ : ଅନ୍ତରାଷ୍ଟ୍ରୀୟ, ଅନ୍ତର୍ଦେଶୀୟ, ଆନ୍ତର୍ଜାତିକ