ଅର୍ଥ : ଅନ୍ଧ ହେବାର ଅବସ୍ଥା
							ଉଦାହରଣ : 
							ସୁରଦାସଙ୍କର ରଚନାରେ ତାଙ୍କର ଦୃଷ୍ଟିହୀନତାର କୌଣସି ପ୍ରଭାବ ନାହିଁ
							
ସମକକ୍ଷ : ଦୃଷ୍ଟିହୀନତା, ନେତ୍ରହୀନତା
ଅନ୍ୟ ଭାଷାରେ ଅନୁବାଦ :
अंधा होने की अवस्था या भाव।
सूरदास की रचनाओं पर उनकी अंधता का कोई प्रभाव नहीं है।