ଅର୍ଥ : ଅସାବଧାନ ରହିବା ଅବସ୍ଥା
							ଉଦାହରଣ : 
							ଅସାବଧାନତା ଯୋଗୁଁ ମୋହନର ଗୋଟିଏ ଗାଡ଼ି ସହିତ ଧକ୍କା ହେଲା
							
ସମକକ୍ଷ : ଅମନଯୋଗିତା, ଅସାବଧାନତା, ସାବଧାନହୀନତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
							ଉଦାହରଣ : 
							ସେ ଭାରି ଉଦାସ ଦେଖାଯାଉଛି
							
ସମକକ୍ଷ : ଅପ୍ରସନ୍ନତା, ଅସନ୍ତୁଷ୍ଟି, ଉଦାସ, ଉଦାସତା, ଉଦାସୀନତା
ଅନ୍ୟ ଭାଷାରେ ଅନୁବାଦ :
उदास होने की अवस्था या भाव।
उसके चेहरे पर उदासी छायी हुई थी।