ଅର୍ଥ : ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା
							ଉଦାହରଣ : 
							କଲମ୍ବସ୍ ଆମେରିକା ଆବିଷ୍କାର କରିଥିଲେ
							
ସମକକ୍ଷ : ଆବିଷ୍କାର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଷୟ ସମ୍ବନ୍ଧୀୟ ତଥ୍ୟ ବାବଦରେ ପରୀକ୍ଷଣ କରିବାର କାମ
							ଉଦାହରଣ : 
							ତହସିଲଦାର ଗାଁକୁ ତଦନ୍ତ କରିବାପାଇଁ ଆସୁଛନ୍ତି  ଗଭୀର ଅନୁସଂଧାନ ପରେ ଆମେ ଏହି ନିଷ୍ପତ୍ତିରେ ପହଞ୍ଚିଛୁ
							
ସମକକ୍ଷ : ଅନୁସଂଧାନ, ତଥ୍ୟାନ୍ୱେଷଣ, ତଦନ୍ତ
ଅନ୍ୟ ଭାଷାରେ ଅନୁବାଦ :
किसी विषय से संबंधित तथ्यों के बारे में छानबीन करने का काम।
तहसीलदार गाँवों की जाँच-पड़ताल करने आ रहे हैं।