ଅର୍ଥ : ଯେଉଁ ଖାଦ୍ୟ ଶରୀରପାଇଁ କ୍ଷତି ପହଞ୍ଚାଏ
							ଉଦାହରଣ : 
							ଅପଥ୍ୟ ଆହାର ଭୋଜନ କରିବା କାରଣରୁ ଶ୍ୟାମ ବେମାର ପଡ଼ିଗଲା
							
ସମକକ୍ଷ : କୁପଥ୍ୟ
ଅନ୍ୟ ଭାଷାରେ ଅନୁବାଦ :
वह आहार जो शरीर को नुकसान पहुँचाए।
कुपथ्याहार का सेवन करने के कारण श्याम बीमार पड़ गया।ଅର୍ଥ : ଯାହା ପଥ୍ୟ ନୁହେଁ
							ଉଦାହରଣ : 
							କୁପଥ୍ୟ ଭୋଜନ କରିବା ଉଚିତନୁହେଁ
							
ସମକକ୍ଷ : କୁପଥ୍ୟ
ଅନ୍ୟ ଭାଷାରେ ଅନୁବାଦ :
Detrimental to physical or moral well-being.
Unwholesome food.