ଅର୍ଥ : କୌଣସି କାମରେ ହୁଙ୍କାପିଟା ଭାବରେ ଖର୍ଚ୍ଚ କରିବା
							ଉଦାହରଣ : 
							ସେ ନିଜ ଭାଇର ଚାପରେ ବହୁତ ପଇସା ଉଡ଼ାଇ ଦେଲା
							
ସମକକ୍ଷ : ଉଡ଼ାଇ ଦେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବ୍ୟର୍ଥରେ ବ୍ୟୟ କରିବା ବା ବୃଥାରେ ଖର୍ଚ୍ଚ କରିବା
							ଉଦାହରଣ : 
							ସେ ଅତ୍ୟଧିକ ଅପବ୍ୟୟ କରେ
							
ସମକକ୍ଷ : ପଇସା ଉଡ଼ାଇବା
ଅନ୍ୟ ଭାଷାରେ ଅନୁବାଦ :
व्यर्थ में व्यय करना या अनाप-शनाप खर्च करना।
वह बहुत फिजूलखर्च करता है।Spend frivolously and unwisely.
Fritter away one's inheritance.