ଅର୍ଥ : ଏହାକୁ ଛାଡ଼ି ଅନ୍ୟ କୌଣସି ବା ଅନ୍ୟଜଣେ
							ଉଦାହରଣ : 
							ବଢ଼ୁଥିବା ଜନସଂଖ୍ୟା ସମସ୍ୟା ସହିତ ଅନ୍ୟ ସମସ୍ୟାଗୁଡ଼ିକ ମଧ୍ୟ ଆସିଗଲାଣି  ମୋ ସହିତ ଅନ୍ୟ ଲୋକ ବି ଅଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
Not the same one or ones already mentioned or implied.
Today isn't any other day.