ଅର୍ଥ : କାହାର ହାନି କରୁଥିବା କୌଣସି ଅନୁଚିତ କାର୍ଯ୍ୟ
							ଉଦାହରଣ : 
							ବେଳେ ବେଳେ ଆମେ ଆମ ଅଜଣାରେ ଅପରାଧ କରିଥାଉ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦୋଷୀ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ  ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ
							
ସମକକ୍ଷ : ଦୋଷ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
							ଉଦାହରଣ : 
							ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
							
ସମକକ୍ଷ : ଭୁଲ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ସ୍ୱଭାବରେ ଅପରାଧପ୍ରବଣ ବା ଅପରାଧ କରିବାପାଇଁ ପ୍ରବୃତ୍ତ ହୁଏ
							ଉଦାହରଣ : 
							ଧ୍ୟାନ ଅପରାଧ ପ୍ରବୃତ୍ତିକୁ ଦୂର କରେ