ଅର୍ଥ : ଯିଏ କିଛି ଅପରାଧ କରିଛି
							ଉଦାହରଣ : 
							ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
							
ଅନ୍ୟ ଭାଷାରେ ଅନୁବାଦ :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।ଅର୍ଥ : ଯେ ଅପରାଧରେ ଜଡ଼ିତ
							ଉଦାହରଣ : 
							ପୋଲିସ୍ ଦୁଇଜଣ ଅପରାଧୀଙ୍କୁ ଗିରଫ କଲା
							
ସମକକ୍ଷ : ଦୋଷୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ କୌଣସି ଅପରାଧ କରିଛି
							ଉଦାହରଣ : 
							ଅପରାଧୀକୁ ଦଣ୍ଡ ମିଳିବା ଉଚିତ୍
							
ସମକକ୍ଷ : ଅପରାଧକର୍ତ୍ତା, ଦୋଷୀ
ଅନ୍ୟ ଭାଷାରେ ଅନୁବାଦ :
Responsible for or chargeable with a reprehensible act.
Guilty of murder.